ସକାଳୁ ମୁଣ୍ଡ ବିନ୍ଧାଇଲା କୋରୋନା, ଏକାଥରକେ ୧୦୧ ଆକ୍ରାନ୍ତ ଚିହ୍ନଟ

ବୁଧବାର ସକାଳୁ ରାଜ୍ୟ ସରକାର କୋରୋନାକୁ ନେଇ ଏକ ଚିନ୍ତାଜନକ ଖବର ପ୍ରକାଶ କରିଛନ୍ତି। ରାଜ୍ୟରେ ଏକ ଲମ୍ବା ଡ଼ିଆଁ ମାରିଛି କୋରୋନା ସଂକ୍ରମଣ। ବୁଧବାର ଦିନର ପ୍ରଥମ ବୁଲେଟିନରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ୧୦୧ ଜଣ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦେଇଛି। ଏହା ମଧ୍ୟରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଅତିକ୍ରମ କରିଛି। କୋରୋନା ସଂକ୍ରମିତ ଜ

ସକାଳୁ ମୁଣ୍ଡ ବିନ୍ଧାଇଲା କୋରୋନା, ଏକାଥରକେ ୧୦୧ ଆକ୍ରାନ୍ତ ଚିହ୍ନଟ

About the Author