ଅନିୟନ୍ତ୍ରିତ କୋରୋନା, ମହାରାଷ୍ଟ୍ରରେ ୨୨ ହଜାରରୁ ଊର୍ଦ୍ଧ୍ୱ ମାମଲା

ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୬୦ ହଜାର ଛୁଇଁଲାଣି। ଦେଶର ପ୍ରାୟ ସମସ୍ତ ରାଜ୍ୟରେ କୋରୋନା ପାଦ ଥାପି ସାରିଛି। ତେବେ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀରେ କୋରୋନା ମୁଣ୍ଡ ବିନ୍ଧାଇଲାଣି। କେବଳ ମହାରାଷ୍ଟ୍ରରେ କୋରୋନା ୨୨ ହଜାରରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସି

ଅନିୟନ୍ତ୍ରିତ କୋରୋନା, ମହାରାଷ୍ଟ୍ରରେ ୨୨ ହଜାରରୁ ଊର୍ଦ୍ଧ୍ୱ ମାମଲା

About the Author