ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ, କାନ୍ଥ ଭୁଷୁଡି ୧୫ ମୃତ

ତାମିଲନାଡୁରୁ ଆସିଲା ଦୁଃଖଦ ଖବର । କାନ୍ଥ ଭୁଷୁଡି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷାରେ ବେହାଲ ରାଜ୍ୟବାସୀ । ତେବେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ସରକାର । 

ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ, କାନ୍ଥ ଭୁଷୁଡି ୧୫ ମୃତ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ତାମିଲନାଡୁରୁ ଆସିଲା ଦୁଃଖଦ ଖବର । କାନ୍ଥ ଭୁଷୁଡି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷାରେ ବେହାଲ ରାଜ୍ୟବାସୀ । ତେବେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ସରକାର । 

ସୂଚନା ମୁତାବକ, ଆଜି ସକାଳୁ କୋଏମ୍ବାଟୁର ମେଟୁପାଲାୟମର ନାଦୁର କନାପନରେ ଏହି ଘଟଣା ଘଟିଛି । ପ୍ରବଳ ବର୍ଷାରେ କାନ୍ଥ ଭୁଷୁଡି ପଡିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ମଧ୍ୟ ହୋଇଥିବା ଖବର ରହିଛି । ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

ଆହୁରି ପଢନ୍ତୁ; ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା'