ଖରାପ ପାଗ, ୨୬ ଟ୍ରେନ ବିଳମ୍ବ
Advertisement

ଖରାପ ପାଗ, ୨୬ ଟ୍ରେନ ବିଳମ୍ବ

ଆଜି ଉତ୍ତର ରେଳପଥରେ ୨୬ ଟ୍ରେନ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଲଗାତାର କିଛି ଦିନ ହେଲା ଖରାପ ପାଗ ଯୋଗୁଁ ଉତ୍ତର ଭାରତରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ବିଶେଷ ଭାବେ ରେଳ ଏବଂ ବିମାନ ସେବା ଉପରେ ଏହାର ପ୍ରଭାବ ପଡ଼ୁଛି । ଆଜି ଉତ୍ତର ରେଳପଥରେ ୨୬ ଟ୍ରେନ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି । ଖରାପ ପାଗ ଯୋଗୁଁ ଦୀର୍ଘ ସମୟ ଧରି ରେଳ ଅଟକି ରହୁଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ; ଅଜିତଙ୍କ ହାତରେ ଅର୍ଥପେଡ଼ି, ଆଦିତ୍ୟଙ୍କୁ।।।