ଦିନରେ ୩ ମର୍ମନ୍ତୁଦ ଦୁର୍ଘଟଣା, ୩୨ ଶ୍ରମିକଙ୍କ ମୃତ୍ୟୁ

କୋରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ଲକଡାଉନ ସ୍ଥିତି ଜାରି ରହିଛି। ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଅଧିକାଂଶ ସମୟରେ ଘରକୁ ଫେରୁଥିବା ସମୟରେ ପ୍ରବାସୀ ଶ୍ରମିକମାନେ ବହୁ ସଂଖ୍ୟକ ସଡ଼କ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ଆଜି ଉତ୍ତରପ୍ରଦେଶରେ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଗୋଟିଏ ଦମ୍ପତିଙ୍କ ମୃତ୍ୟୁ

 ଦିନରେ ୩ ମର୍ମନ୍ତୁଦ ଦୁର୍ଘଟଣା, ୩୨ ଶ୍ରମିକଙ୍କ ମୃତ୍ୟୁ

About the Author