ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ କୋରୋନା

ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ ପଶିଲା କୋରୋନା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ 'ମାତାଶ୍ରୀ'ରେ ପଶିଛି କୋରୋନା। ଏଠାରେ ନିୟୋଜିତ ଥିବା ୩ ସୁରକ୍ଷା କର୍ମୀ କୋରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ଏହି ସୂଚନା ପଦାକୁ ଆସିବା ପରେ ସେଠାରେ ନିୟୋଜିତ ଥିବା ୧୩୦ ଜଣ ପୋଲିସ କର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ନେଇ ସୂଚନା

ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ କୋରୋନା

About the Author