• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ୍ ସମୀକ୍ଷା ବୈଠକ
  • ଅଧିକ ସଂକ୍ରମିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି
  • ଭୁବନେଶ୍ୱର: ବନ୍ଧୁକ ବିକ୍ରି ପାଇଁ ଡିଲ୍ ବେଳେ ବେପାରୀ ଗିରଫ
  • ରାଜ୍ୟରେ ଆଜି ପୁଣି ରେକର୍ଡ ଭାଙ୍ଗିଲା କରୋନା
  • ଦିନକରେ ୬ ହଜାର ୨୧୫ କରୋନା ସଂକ୍ରମିତ ଚିହ୍ନଟ, ୮ ମୃତ
  • ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ
  • ମହାରାଷ୍ଟ୍ରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ
  • ଆଇସିୟୁ ୱାଡରେ ନିଆଁ ଲାଗି ୧୩ ରୋଗୀ ମୃତ
  • ଡ୍ରୋନରେ ଟିକା ଯୋଗାଣ ପରୀକ୍ଷଣକୁ DGCAର ଅନୁମତି
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ: ମୁଖ୍ୟ ଶାସନ ସଚିବ

ଖରାପ ପାଗ, ୩୦ ଟ୍ରେନ ବିଳମ୍ବ

ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଶୀତର ଲହରୀ । ବିଭିନ୍ନ ସ୍ଥାନରେ କୁହିଡିଆ ପାଗ ରହୁଛି । ସର୍ବନିମ୍ନ ତାପମାତ୍ରା ମଧ୍ୟ ବିଭିନ୍ନ ସହରରେ ୪ ଡିଗ୍ରୀ ତଳେ ରହୁଛି । ତେବେ ଖରାପ ପାଗ ଯୋଗୁଁ ଉତ୍ତର ରେଳପଥରେ ୩୦ଟି ଟ୍ରେନ ବିଳମ୍ବରେ ଚାଲୁଥିବା ଜାଣାପଡିଛି । 

ଖରାପ ପାଗ, ୩୦ ଟ୍ରେନ ବିଳମ୍ବ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଶୀତର ଲହରୀ । ବିଭିନ୍ନ ସ୍ଥାନରେ କୁହିଡିଆ ପାଗ ରହୁଛି । ସର୍ବନିମ୍ନ ତାପମାତ୍ରା ମଧ୍ୟ ବିଭିନ୍ନ ସହରରେ ୪ ଡିଗ୍ରୀ ତଳେ ରହୁଛି । ତେବେ ଖରାପ ପାଗ ଯୋଗୁଁ ଉତ୍ତର ରେଳପଥରେ ୩୦ଟି ଟ୍ରେନ ବିଳମ୍ବରେ ଚାଲୁଥିବା ଜାଣାପଡିଛି । 

ସେହିପରି ଦିଲ୍ଲୀରେ ମଧ୍ୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେଣୁ ବିମାନରେ ଯାତ୍ରା କରିବାକୁ ଥିଲେ ଏୟାର ଲାଇନ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି ।  

ଆହୁରି ପଢ଼ନ୍ତୁ; ଏ ରଙ୍ଗ ରହିଲେ ହେଲା...