ଖରାପ ପାଗ, ୩୦ ଟ୍ରେନ ବିଳମ୍ବ
Advertisement
Article Detail0/zeeodisha/odisha617207

ଖରାପ ପାଗ, ୩୦ ଟ୍ରେନ ବିଳମ୍ବ

ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଶୀତର ଲହରୀ । ବିଭିନ୍ନ ସ୍ଥାନରେ କୁହିଡିଆ ପାଗ ରହୁଛି । ସର୍ବନିମ୍ନ ତାପମାତ୍ରା ମଧ୍ୟ ବିଭିନ୍ନ ସହରରେ ୪ ଡିଗ୍ରୀ ତଳେ ରହୁଛି । ତେବେ ଖରାପ ପାଗ ଯୋଗୁଁ ଉତ୍ତର ରେଳପଥରେ ୩୦ଟି ଟ୍ରେନ ବିଳମ୍ବରେ ଚାଲୁଥିବା ଜାଣାପଡିଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଶୀତର ଲହରୀ । ବିଭିନ୍ନ ସ୍ଥାନରେ କୁହିଡିଆ ପାଗ ରହୁଛି । ସର୍ବନିମ୍ନ ତାପମାତ୍ରା ମଧ୍ୟ ବିଭିନ୍ନ ସହରରେ ୪ ଡିଗ୍ରୀ ତଳେ ରହୁଛି । ତେବେ ଖରାପ ପାଗ ଯୋଗୁଁ ଉତ୍ତର ରେଳପଥରେ ୩୦ଟି ଟ୍ରେନ ବିଳମ୍ବରେ ଚାଲୁଥିବା ଜାଣାପଡିଛି । 

ସେହିପରି ଦିଲ୍ଲୀରେ ମଧ୍ୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେଣୁ ବିମାନରେ ଯାତ୍ରା କରିବାକୁ ଥିଲେ ଏୟାର ଲାଇନ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି ।  

ଆହୁରି ପଢ଼ନ୍ତୁ; ଏ ରଙ୍ଗ ରହିଲେ ହେଲା...

;