୨୪ ଘଣ୍ଟାରେ ମାତ୍ର ୪୦ଟି ନୂଆ ମାମଲା : କେଜରିଓ୍ୱାଲ

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦିଲ୍ଲୀରେ ୪୪୫ଟି କୋରୋନା ଆକ୍ରାନ୍ତ ରହିଛନ୍ତି। ତେବେ ଦିଲ୍ଲୀରେ ଆଜି ମାତ୍ର ୪୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ଅବଶିଷ୍ଟ ସଂକ୍ରମିତ ଲୋକମାନେ ମରକଜ ସହିତ ଜଡିତ ଅଛନ୍ତି କିମ୍ବା ବିଦେଶରୁ ଫେରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ପର୍ଯ୍ୟନ

୨୪ ଘଣ୍ଟାରେ ମାତ୍ର ୪୦ଟି ନୂଆ ମାମଲା : କେଜରିଓ୍ୱାଲ

About the Author