ସୁରତରେ ପୋଲିସ ଉପରକୁ ଆକ୍ରମଣ, ୫ ଗିରଫ

ଲକଡାଉନ ସମୟରେ କୋରୋନା ଯୋଦ୍ଧାମାନଙ୍କୁ ବାରମ୍ବାର ଆକ୍ରମଣ ହେଉଥିବା ଦେଖିବାକୁ ମିଳିଛି। ବିଗତ ଦିନରେ ପଞ୍ଜାବ ହେଉ ଅବା ଉତ୍ତରପ୍ରଦେଶର ମୁରାଦାବାଦ ହେଉ କି ଇନ୍ଦୋର, ସବୁଠି ଏହି ସକ୍ରିୟ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ପୋଲିସ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ଗୁଜୁରାଟର ସୁରତ ଅଞ୍ଚଳରେ ପୋଲି

ସୁରତରେ ପୋଲିସ ଉପରକୁ ଆକ୍ରମଣ, ୫ ଗିରଫ

About the Author