ଗୋଟିଏ ଦିନରେ ୫୨ ମାମଲା, ସର୍ବାଧିକ ଗଞ୍ଜାମରୁ

ବୋଲ ମାନୁନି କୋରୋନା । ଅନିୟନ୍ତ୍ରିତ ଭାବେ ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜିର ରାଜ୍ୟରୁ ସର୍ବାଧିକ ୫୨ଟି ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରୁ ସନ୍ଧ୍ୟାରେ ୨୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ସକାଳେ ୨୬ଟି ମାମଲା ସାମ୍ନାକୁ ଆସିଥିଲା । ସେହିପରି ମଧ୍ୟାହ୍ଣରେ ଭଦ୍ରକରୁ ଜଣେ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଥ

ଗୋଟିଏ ଦିନରେ ୫୨ ମାମଲା, ସର୍ବାଧିକ ଗଞ୍ଜାମରୁ

About the Author