• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ବିବାହ କରିବେ ଅଭିନେତ୍ରୀ ଲିପ୍ସା !

ବିବାହ କରିବେ ଅଭିନେତ୍ରୀ ଲିପ୍ସା !

ପ୍ରେମ ବିବାହ କରିବେ ଅଭିନେତ୍ରୀ ଲିପ୍ସା

Edited ByZee Odisha Desk
Published: May 23, 2020, 02:47 PM IST|Updated: May 23, 2020, 03:05 PM IST
joinshare
ବିବାହ କରିବେ ଅଭିନେତ୍ରୀ ଲିପ୍ସା !

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

    କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

    2

    ଡିଜିପି ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ, ବର୍ଷା ସତର୍କ ସୂଚନା ଓ ଅନ୍ୟ ଖବର

    3

    ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

    4

    Flood Alert: ସାବଧାନ ! ସତର୍କ ସଂକେତ ଟପିଲା ବୈତରଣୀ ସହ ଜଳକା

    5

    ଏୟାର ଇଣ୍ଡିଆର ବଡ ପଦକ୍ଷେପ, ସବୁ ପାଇଲଟଙ୍କ ପାଇଁ ଡୋପ୍ ଟେଷ୍ଟ ବାଧ୍ୟତାମୂଳକ

    ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ବାହାଘର ଜୀବନର ସବୁଠୁ ବଡ଼ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଯାହା ଜୀବନରେ ଆଣିଦିଏ ଅନେକ ପରିବର୍ତ୍ତନ, ଆଉ ଏହି ପରିବର୍ତ୍ତନର ଧାରାକୁ ଖୁବ୍ ଶୀଘ୍ର ଆପଣାଇବାକୁ ଯାଉଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର, ନିକଟରେ ସେ ଏ ସମ୍ପର୍କରେ ଆମକୁ ଜଣାଇଛନ୍ତି ।

    ଲିପ୍ସାଙ୍କ କହିବା କଥା ହେଉଛି ସେ ପ୍ରେମ ବିବାହ କରିବାକୁ ଯାଉଛନ୍ତି ତାହାପୁଣି  ୩ବର୍ଷ ମଧ୍ୟରେ , ତେବେ ସେ କାହାକୁ ବିବାହ କରିବେ ଏପ୍ରଶ୍ନ ଆମେ ଲିପ୍ସାଙ୍କୁ ପଚାରିବା ମାତ୍ରେ ଲିପ୍ସା ଟିକେ ବୁଲେଇ ବଙ୍କେଇ ପ୍ରଶ୍ନର ଉତ୍ତର ରଖିଥିଲେ , ଲିପ୍ସାଙ୍କ କହିବା କଥା ହେଲା ସେ ନିଜ ଇଣ୍ଡଷ୍ଟ୍ରୀରୁ କାହାକୁ ପସନ୍ଦ କରୁନାହାନ୍ତି ତଥା କୌଣସି କଳାକାରଙ୍କୁ ବିବାହ କରିବା ତାଙ୍କର ଇଛା ନୂହେଁ । 

    ଏହାସହ ଲିପ୍ସା କହିଛନ୍ତି ଯିଏ ତାଙ୍କର ଜୀବନସାଥୀ ହେବ ତାଙ୍କର ସିନେ,ତଥା ଗ୍ଲାମର ଇଣ୍ଡଷ୍ଟ୍ରୀ ସହ କୌଣସି ସମ୍ପର୍କ ନଥିବ , କାରଣ ଘରେ ଓ ବାହାରେ ସମାନ କଥା ଓ ଘଟଣା ଘଟିବ ବୋଲି ସେ କହିଛନ୍ତି । ଲିପ୍ସା ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ସେ ନିଜେ ବ୍ରାହ୍ମଣ ପରିବାରର ଝିଅ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ଜାତି କିମ୍ୱା ଗୋତ୍ର ମେଳ ଖାଇବା ପାତ୍ର ଆବଶ୍ୟକ ନାହିଁ , ବରଂ ପିଲାଟି ଭଲ ହୋଇଥିବା ଆବଶ୍ୟକ , ଏହା ସହ ସେ ନିଜ ଜୀବନସାଥୀଙ୍କ ମଧ୍ୟରେ ଧନ ଓ ମନ ଉଭୟ ଦେଖିବେ ବୋଲି ସୂଚନା ଦେଇଛନ୍ତି ।

    ତେବେ ଲିପ୍ସାଙ୍କ ଏମିତି ଉତ୍ତରରୁ ସ୍ପଷ୍ଟ ଅନୁମାନ କରାଯାଉଛି ହୁଏତ ସେ ନିଜ ପ୍ରେମକୁ ବର୍ତ୍ତମାନ ସାଧାରଣରେ ପ୍ରକାଶ କରିବାକୁ ରାଜି ନାହାନ୍ତି , କିନ୍ତୁ ସେ କହିବାନୁସାରେ ଯଦି ସେ ତିନି ବର୍ଷ ମଧ୍ୟରେ ବିବାହ କରନ୍ତି ତେବେ ତାହା ପରେ ସବୁ ଘଟଣା ନିଶ୍ଚେ ପଦାକୁ ଆସିବ ।

    Add Zee News as a Preferred Source
    TAGS:
    Actress Lipsa Mishra
    love marriage
    celebrity news