'ଦେଶଦ୍ରୋହୀ ହେବି ପଛେ ମହମବତୀ ଜାଳିବିନି'

କୋରୋନା ଭାଇରସ ବିପକ୍ଷରେ ସମଗ୍ର ଦେଶ ଏକଜୁଟ ହୋଇ ଲଢୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଦେଶରେ ଲକ ଡାଉନ ସ୍ଥିତି ଜାରି ରହିଛି। ତେବେ ଏହାରି ମଧ୍ୟରେ ଆସନ୍ତା ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜଳାଇବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀ ଏହାକୁ ସମର୍ଥନ ଜଣାଇଛନ୍ତି।

'ଦେଶଦ୍ରୋହୀ ହେବି ପଛେ ମହମବତୀ ଜାଳିବିନି'

About the Author