କୋରୋନା ଲଢ଼େଇରେ ଆଗେଇ ଆସିଲା ରେଳ ସୁରକ୍ଷା ବଳ

କୋରୋନା ମୁକାବିଲା ଦିଗରେ ସଚେତନତା ବାଣ୍ଟୁଛି ଆରପିଏଫ । ରୁମାଲକୁ କିପରି ମାସ୍କ ଭାବେ ବ୍ୟବହାର କରାଯାଇପାରିବ, ସେନେଇ ଲୋକଙ୍କ ସଚେତନ କରୁଛି ।

କୋରୋନା ଲଢ଼େଇରେ ଆଗେଇ ଆସିଲା ରେଳ ସୁରକ୍ଷା ବଳ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author