• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /୪ରୁ ଉଡ଼ିବ ଏୟାର ଇଣ୍ଡିଆ !

୪ରୁ ଉଡ଼ିବ ଏୟାର ଇଣ୍ଡିଆ !

ଜୁନ ୧ରୁ ଅନ୍ତର୍ଜାତୀୟ ଉଡ଼ାଣ

Edited ByZee Odisha Desk
Published: Apr 18, 2020, 08:38 PM IST|Updated: Apr 18, 2020, 08:52 PM IST
joinshare
୪ରୁ ଉଡ଼ିବ ଏୟାର ଇଣ୍ଡିଆ !

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଛାତ୍ରଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପ୍ରଶଂସା କଲେ ସଲମାନ, ହିଂସାକୁ ନେଇ ଏପରି କହିଲେ...

    ଛାତ୍ରଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପ୍ରଶଂସା କଲେ ସଲମାନ, ହିଂସାକୁ ନେଇ ଏପରି କହିଲେ...

    Salman Khan1 hr ago
    2

    'ରାସ ମଣ୍ଡପରେ ମହାପ୍ରଭୁ' କାର୍ଯ୍ୟକ୍ରମରେ ଝଲସିଲା ଶ୍ରୀଜଗନ୍ନାଥ ସଂସ୍କୃତିର ମହିମା

    Jagannath Culture1 hr ago
    3

    Top 10 News: ଚୁଟକିରେ ପଢ଼ନ୍ତୁ ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    Top 10 news3 hrs ago
    4

    Paper Leak News: ପେପର ଲିକ୍‌କୁ ନେଇ ରାଜନୀତି ନୁହେଁ, ତଦନ୍ତ ହେଉ: ଜେପି ନଡ୍ଡା

    JP Nadda3:39 PM IST
    5

    Vigilance Raid: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରଧାନଶିକ୍ଷକ

    Odisha vigilance2:31 PM IST

    ନୂଆଦିଲ୍ଲୀ: ସରକାରୀ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଆସନ୍ତା ୪ ତାରିଖରୁ ଘରୋଇ ଉଡ଼ାଣ ଆରମ୍ଭ କରିବ। ସେହିପରି ଆସନ୍ତା ଜୁନ୍ ୧ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କରିବାକୁ ଯାଉଛି । କିନ୍ତୁ ଏହି କଟକଣା ମଧ୍ୟରେ ଏହି ଉଡ଼ାଣ ଆରମ୍ଭ କରିବ ଏୟାର ଇଣ୍ଡିଆ.  ସେହିପରି ଉପଲବ୍ଧ ସୁବିଧାକୁ ମଧ୍ୟ ସୀମିତ କରିବ କମ୍ପାନୀ । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଏକ ବୟାନ ଜାରି କରିଛି ।

    ଏୟାର ଇଣ୍ଡିଆ କହିଛି ଯେ, କୋରୋନା ଭାଇରସ ଯୋଗୁଁ ଉପୁଜିଥିବା ସଂକଟକୁ ଦୃଷ୍ଟିରେ ରଖି ଘରୋଇ ଉଡ଼ାଣ ପାଇଁ ଆସନ୍ତା ୩ ଓ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ମେ ୩୧ ପର୍ଯ୍ୟନ୍ତ ଟିକେଟ ବୁକିଂ ଉପରେ ରୋକ ଲଗାଇଛୁ । ଅନ୍ୟପକ୍ଷେ ମେ ୪ରୁ କିଛି ଘରୋଇ ବିମାନ ଏବଂ ଜୁନ୍ ୧ରୁ ଅନ୍ତର୍ଜାତୀୟ ବିମାନ ପାଇଁ ଟିକେଟ୍ ବୁକିଂ ଜାରି ରହିଛି ।

     

    Air India opens bookings for select domestic flights May 4th 2020 onwards and International Flights June 1st, 2020 onwards pic.twitter.com/Lsz9gRLF9V

    — ANI (@ANI) April 18, 2020

    ସୂଚନା ଯୋଗ୍ୟ ଯେ, କୋରୋନା ସଂକ୍ରମଣ ଏବଂ ଦେଶବ୍ୟାପୀ ଲକଡାଉନ୍ ଯୋଗୁଁ ରେଳ, ବସ୍ ଏବଂ ବିମାନ ସେବା ଭାରତରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଦେଶବ୍ୟାପୀ ଲକଡାଉନ୍ ଯୋଗୁଁ ଏୟାର ଇଣ୍ଡିଆ ପୂର୍ବରୁ ଘରୋଇ ତଥା ଆନ୍ତର୍ଜାତୀୟ ରୁଟରେ ବ୍ୟବସାୟିକ ବିମାନ ଚଳାଚଳ ଏପ୍ରିଲ ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା । ଯଦିଓ ଏହା ପରେ ଏପ୍ରିଲ ୩୦କୁ ବୃଦ୍ଧି କରାଯାଇଥିଲା କିନ୍ତୁ ଲକଡାଉନ୍ ମେ ୩କୁ ବୃଦ୍ଧି କରାଯାଇଥିଲା ଏୟାର ଇଣ୍ଡିଆ ବୁକିଂକୁ ସ୍ଥଗିତ ରଖିଥିଲା ।

    Add Zee News as a Preferred Source
    TAGS:
    AIR INDIA
    domestic flight