କରିନାଙ୍କ ପାଇଁ ଭାଙ୍ଗିବ ଆଲିଆ ଓ ରଣବୀରଙ୍କ ସମ୍ପର୍କ !

ଆଲିଆ ଓ ରଣବୀରଙ୍କ ସମ୍ପର୍କରେ ଫାଳ ସୃଷ୍ଟି କରିବେ କରିନା

କରିନାଙ୍କ ପାଇଁ ଭାଙ୍ଗିବ ଆଲିଆ ଓ ରଣବୀରଙ୍କ ସମ୍ପର୍କ !
ସୌଜନ୍ୟ: ସୋସିଆଲ ମିଡିଆ

ନମ୍ରତା ନାୟକ, ଭୁବନେଶ୍ୱର: ଏବେ ଆଲିଆଙ୍କ ସହ ରଣବୀରଙ୍କ ଦେଖା ହେବା ହେବ କଷ୍ଟକର, ଆଲିଆ ଓ ରଣବୀରଙ୍କ ମଧ୍ୟରେ ଏବେ କରିନାଙ୍କ ପାଇ ସୃଷ୍ଟି ହେବ ଦୂରତା । କରିନା କପୁର ଖାନଙ୍କ ସହ ଅଭଦ୍ରାମି କରି ନିଜ ପାଦରେ ନିଜେ କୁରାଢ଼ୀ ମାରିଛନ୍ତି ଆଲିଆ । ଏବେ କରିନାଙ୍କ ଯେଉଁ ବୟାନ ଦେଇଛନ୍ତି ତାହା ଶୁଣି ଆପଣ ଜାଣି ପାରିବେ । କରିନା ରଣବୀରଙ୍କ ବର୍ତ୍ତମାନ ଗର୍ଲଫ୍ରେଣ୍ତ ଆଲିଆଙ୍କଠୁ ଆରମ୍ଭ କରି ଏକ୍ସ ଗାର୍ଲଫ୍ରେଣ୍ତ ଦୀପିକା ଓ କଟ୍ରିନାଙ୍କୁ ମଧ୍ୟ ରଣବୀରଙ୍କଠୁ ଦୁରେଇ ରଖିବା ପାଇଁ ପ୍ଲାନିଂ କରିସାରିଛନ୍ତି । 

ନିକଟରେ ଏକ ଇଭେଣ୍ଟ ଆଟେଣ୍ଟ କରିବା ପାଇଁ ପହଞ୍ଚିବା କରିନାଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା ଯେ ଯଦି ଗୋଟେ ଲିଫ୍ଟରେ କରିନା ଆଲିଆ, କଟ୍ରିନା, ଦୀପିକା ଫସିଯିବେ ତେବେ ସେ କଣ କରିବେ । ଏବେ ଆପଣ ଭାବୁଥି ଏହି ପ୍ରଶ୍ନର ଏକ ମଜାଳିଆ ଉତ୍ତର କରିନା ଦେବେ ହେଲେ କରିନା ଯାହା ଉତ୍ତର ଦେଇଥିଲେ ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 

କରିନା କହିଥିଲେ ଯେ ଲିପ୍ଟରେ ସେ ଆଲିଆ, କଟ୍ରିନା, ଦୀପିକାଙ୍କ ସହ କେବେ ହେଲେ ରଣବୀରଙ୍କୁ ଏକା ଛାଡିବେ ନାହିଁ । ଏହି ବୟାନ ଶୁଣି ଲାଗୁଛି କରିନା ନିଜ ଭାଇଙ୍କୁ ଖୁବ ଭଲ ଭାବେ ଜାଣିଛନ୍ତି ଆଉ ସେ ଏହା ମଧ୍ୟ ଜାଣିଛନ୍ତି ଯେ ରଣବୀର ନିଜ ରିଲେସନସିପକୁ ନେଇ କେତେ କନଫ୍ୟୁଜ ଥାଆନ୍ତି । ଆଉ ସେଥିପାଇଁ ଆଜିପର୍ଯ୍ୟନ୍ତ ସେ ନିଜର କୌଣସି ରିଲେସନସିପ୍ କୁ ଅଫିସିଆଲ ଏନାଉସମେଣ୍ଟ ମଧ୍ୟ କରିନାହଁନ୍ତି ।