ବର୍ଷେ ପାଇଁ ଏହି ରାଜ୍ୟରେ ପାନ, ଗୁଟଖା ବ୍ୟାନ...
Advertisement
Article Detail0/zeeodisha/odisha678485

ବର୍ଷେ ପାଇଁ ଏହି ରାଜ୍ୟରେ ପାନ, ଗୁଟଖା ବ୍ୟାନ...

କୋରୋନା ସଂକଟ ସମୟରେ ରାଜକୋଷରେ ଅର୍ଥ ଚିନ୍ତା ସରକାରଙ୍କୁ ମାଡ଼ି ପଡ଼ୁଥିବା ବେଳେ, ରାଜ୍ୟ ସରକାର ଜନହିତ ଉଦେଶ୍ୟରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ସରକାର ଆଗାମୀ ବର୍ଷେ ପାଇଁ ରାଜ୍ୟରେ ପାନ ଗୁଟଖା ସହିତ ଅନ୍ୟାନ୍ୟ ଅବକାରୀ ସାମଗ୍ରୀକୁ ବ୍ୟାନ କରିଦେଇଛନ୍ତି।  ଏନେଇ ଶୁକ୍ରବାର ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି ସ

ବର୍ଷେ ପାଇଁ ଏହି ରାଜ୍ୟରେ ପାନ, ଗୁଟଖା ବ୍ୟାନ...

ରାଞ୍ଚି: କୋରୋନା ସଂକଟ ସମୟରେ ରାଜକୋଷରେ ଅର୍ଥ ଚିନ୍ତା ସରକାରଙ୍କୁ ମାଡ଼ି ପଡ଼ୁଥିବା ବେଳେ, ରାଜ୍ୟ ସରକାର ଜନହିତ ଉଦେଶ୍ୟରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ସରକାର ଆଗାମୀ ବର୍ଷେ ପାଇଁ ରାଜ୍ୟରେ ପାନ ଗୁଟଖା ସହିତ ଅନ୍ୟାନ୍ୟ ଅବକାରୀ ସାମଗ୍ରୀକୁ ବ୍ୟାନ କରିଦେଇଛନ୍ତି। 

ଏନେଇ ଶୁକ୍ରବାର ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ବିଜ୍ଞପ୍ତି ପାଇଁ ଗୁଟଖା ତଥା ପାନ ମସଲା ବିକ୍ରି ଉପରେ ବ୍ୟାନ ଲଗାଇଛନ୍ତି।ଏପରିକି ଏହି ମସଲା କମ୍ପାନୀକୁ ମଧ୍ୟ ଉତ୍ପାଦନ ବାହାର କରିବା ପାଇଁ ମଧ୍ୟ ବ୍ୟାନ କରିଦେଇଛି। ଦୋକାନରେ ବିକ୍ରିକୁ ମଧ୍ୟ ବାରଣ କରିଛନ୍ତି। 

ବିଜ୍ଞପ୍ତି ଅନୁସାରେ ଏନେଇ ସରକାରୀ ଅଧିକାରୀ ଯାଞ୍ଚ ମଧ୍ୟ କରିବେ। ଏହା ପୂର୍ବରୁ ମଧ୍ୟ ସରକାରୀ ଅଧିକାରୀ ଯାଞ୍ଚ କରିଥିଲେ। ଗୁଟଖାରେ ମ୍ୟାଗ୍ନେସିୟମ କାର୍ବୋନେଟ ବାହାରିବାରୁ ଗୁଟଖାକୁ ବ୍ୟାନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। 

;