• ଆଜି ବଡ଼ ଓଷା, ୨୫ ବର୍ଷ ପରେ ଧବଳେଶ୍ୱର ପୀଠରେ ବାବାଙ୍କ ଦୁର୍ଲଭ କିରାତାର୍ଜୁନ ବେଶ ।
  • ରାସ୍ତା ମଝିରେ ଜଳିଗଲା ଚଳନ୍ତା କଣ୍ଟେନର, ଭଦ୍ରକ ନିକଟ ଡାହାଣୀ ଗାଡିଆ ନିକଟରେ ଦୁର୍ଘଟଣା॥
  • ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ କୋରୋନା ।
  • ଦିନକୁ ଦିନ ଖସିବାରେ ଲାଗିଛି ସୁନା ଦର । ଗତ ଅଗଷ୍ଟ ମାସରେ ଭରି ପ୍ରତି ୫୬,୨୦୦ ରହିଥିଲା ।
  • ଆକାଶ ପାଠକ ଟାଟା ମୋଟର୍ସର କର୍ମଚାନୀ ନୁହଁନ୍ତି । ପୂର୍ବରୁ ଟାଟା ମୋଟର୍ସ ଦେଇଥିଲା ଏତଲା ।
  • ସେପ୍ଟେମ୍ବର ମାସରେ ହୋଇଥିଲା ମାମଲା ରୁଜୁ ॥
  • ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ । ପୁଷ୍ପାଳକ ସେବକମାନେ କରୁଛନ୍ତି ନୀତିକାନ୍ତି ସମାପନ ॥

ଜାଣନ୍ତି ପତ୍ନୀ ଜୟାଙ୍କ ନମ୍ବରକୁ ଅମିତାଭ କେଉଁ ନାମରେ ଫୋନ୍‌ରେ ସେଭ୍‌ କରି ରଖିଛନ୍ତି ?

ନିକଟରେ କେବିସିରେ  ପ୍ରତିଯୋଗୀ ସୁମିତ ତଡିୟାଲ ଖେଳୁଥିବା ସମୟରେ ଅମିତାଭ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ  ପଚାରିଥିଲେ। ବ୍ୟକ୍ତିଗତ ଜୀବନ ସମ୍ପର୍କରେ କଥା ହେଉଥିବା ସମୟରେ ଅମିତାଭ ମଧ୍ୟ  ନିଜ ବିଷୟରେ ଏକ ମଜାଦାର କଥାର ଖୁଲାସା କରିଥିଲେ।

ଜାଣନ୍ତି ପତ୍ନୀ ଜୟାଙ୍କ ନମ୍ବରକୁ ଅମିତାଭ କେଉଁ ନାମରେ ଫୋନ୍‌ରେ ସେଭ୍‌ କରି ରଖିଛନ୍ତି ?

ମୁମ୍ବାଇ: ‘କୌନ ବନେଗା କରୋଡପତି’ର ୧୧ତମ ସିଜନ୍‌ ସଫଳ ଭାବେ ଚାଲିଛି। ଏହି ମଞ୍ଚରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ଦମ୍ଭ ବଢାଇବା ଲାଗି  ଅମିତାଭ ମଝି ମଝିରେ ହସ-ମଜାକ୍‌ର ଖେଳ ମଧ୍ୟ  ଚଳାଇଥାନ୍ତି। ଦର୍ଶକ ମଧ୍ୟ ଏହାର  ଭରପୂର ଆନନ୍ଦ ଉଠାଇଥାନ୍ତି।  

ନିକଟରେ କେବିସିରେ  ପ୍ରତିଯୋଗୀ ସୁମିତ ତଡିୟାଲ ଖେଳୁଥିବା ସମୟରେ ଅମିତାଭ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ  ପଚାରିଥିଲେ। ବ୍ୟକ୍ତିଗତ ଜୀବନ ସମ୍ପର୍କରେ କଥା ହେଉଥିବା ସମୟରେ ଅମିତାଭ ମଧ୍ୟ  ନିଜ ବିଷୟରେ ଏକ ମଜାଦାର କଥାର ଖୁଲାସା କରିଥିଲେ।
kbc ଅମିତାଭ ପ୍ରତିଯୋଗୀ ସୁମିତଙ୍କୁ  ପ୍ରେମ ବିବାହ କରିଥିବା ପ୍ରଶ୍ନ ପଚାରିଥିଲେ। ବ୍ୟକ୍ତିଜଣକ ଉତ୍ତରରେ  ହଁ ପ୍ରେମ ବିବାହ ହୋଇଛି।  ତାଙ୍କ ପତ୍ନୀ ତାଙ୍କୁ ଏବେ ବି ‘ଏଇ ଶୁଣଛ ବୋଲି’ ଡାକିବା ସହିତ ଫୋନ୍‌ରେ ବି ନାମରେ ମୋ ନମ୍ବର  ସେଭ କରି ରଖିଛନ୍ତି ବୋଲି କହିଥିଲେ। ଏହାପରେ ଅମିତାଭ  କହିଲେ ସେ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ନମ୍ବରକୁ ସଂକ୍ଷେପରେ ଫୋନ୍‌ରେ ଜେବି ଲେଖି ସେଭ୍‌ କରିଛନ୍ତି।