୮ ଫୁଟ ଲମ୍ବର ଅଜଗର ଉଦ୍ଧାର
Advertisement

୮ ଫୁଟ ଲମ୍ବର ଅଜଗର ଉଦ୍ଧାର

କଳାହାଣ୍ଡି ନର୍ଲା ଅଞ୍ଚଳରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବର ଅଜଗର । ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଏହାକୁ ଉଦ୍ଧାର କରିଥିଲେ । ପରେ ଜଙ୍ଗଲରେ ଅଜଗରଟିକୁ ଛାଡି ଦିଆଯାଇଥିଲା । 

ଫଟୋ ସୌଜନ୍ୟ: ଏଏନଆଇ

ଭବାନୀପାଟଣା: କଳାହାଣ୍ଡି ନର୍ଲା ଅଞ୍ଚଳରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବର ଅଜଗର । ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଏହାକୁ ଉଦ୍ଧାର କରିଥିଲେ । ପରେ ଜଙ୍ଗଲରେ ଅଜଗରଟିକୁ ଛାଡି ଦିଆଯାଇଥିଲା । 

 

ଆହୁରି ପଢନ୍ତୁ; ହାଇଦ୍ରାବାଦ ପରେ ପୁରୀରେ ଲଜ୍ଜା, ଲିପ୍ଟ ଦେବା ବାହାନାରେ ପୋଲିସ ପରିଚୟ ଦେଇ ଗଣଦୁଷ୍କର୍ମ