• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
  • ଦିନକ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି କରୋନା ଟିକାକରଣ
  • ରାଜଧାନୀର କିଡନୀ କେଳେଙ୍କାରୀ ମାମଲାରେ ଘରୋଇ ହସ୍ପିଟାଲର କର୍ମଚାରୀ
  • କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି
  • କୋଲକାତାରେ ହଙ୍ଗାମା, ବିଜେପି ରାଲିରେ ପଥରମାଡ
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ

ପୁଣି ଜନନୀ ଯନ୍ତ୍ରଣା; ଭାରରେ ବୁହାହେଲେ ଗର୍ଭବତୀ

  ପୁଣି ଭାରରେ ବୁହାହେଲେ ଗର୍ଭବତୀ । କୋରାପୁଟ ଜିଲ୍ଲା ଆମ୍ବପଦର ଗାଁରେ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଭାରରେ ବୁହା ହୋଇଛନ୍ତି ଗର୍ଭବତୀ ।

 ପୁଣି ଜନନୀ ଯନ୍ତ୍ରଣା; ଭାରରେ ବୁହାହେଲେ ଗର୍ଭବତୀ

କୋରାପୁଟ:  ପୁଣି ଭାରରେ ବୁହାହେଲେ ଗର୍ଭବତୀ । କୋରାପୁଟ ଜିଲ୍ଲା ଆମ୍ବପଦର ଗାଁରେ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଭାରରେ ବୁହା ହୋଇଛନ୍ତି ଗର୍ଭବତୀ ।

ପାହାଡ ଉପରେ ଥିବା ଏହି ଗାଁକୁ ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି ଲୋକେ । ଗାଁକୁ ଗାଡି ଯିବା ତ ଦୂର ର କଥା  ଚାଲିକରି ଯିବା ମଧ୍ୟ କଷ୍ଟକର। ସୂଚନା ଅନୁସାରେ, ଗର୍ଭବତୀଙ୍କ ପ୍ରସବ ବେଦନା ପରେ କିଛି ଯୁବକ ବୋହିକରି ତଳକୁ ଆଣିଥିଲେ । ଗର୍ଭବତୀଙ୍କୁ ୩ କି.ମି ଯାଏଁ ଭାରରେ ବୁହାହୋଇ ଆମ୍ବୁଲାନ୍ସ ଯାଏଁ ନିଆଯାଇଥିଲା। ଏହାପରେ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ପ୍ରସୂତିଙ୍କୁ  ମେଡିକାଲକୁ ନେଇଥିଏଲେ  ପ୍ରସୂତିଙ୍କ ସ୍ୱାମୀ  ଓ ସ୍ଥାନୀୟ ଲୋକେ ।