ଲକ ଡାଉନକୁ ନେଇ ଗର୍ଜିଲେ ଓୱେସୀ, ତେଲେଙ୍ଗାନା ସରକାରଙ୍କୁ ମାଗିଲେ ଜବାବ

କୋରୋନା ମହାମାରୀର ଲକ ଡାଉନ ବିରୁଦ୍ଧରେ ଗର୍ଜିଛନ୍ତି ହାଇଦ୍ରବାଦ ସାଂସଦ | ଏ ପ୍ରସଙ୍ଗରେ ସେ ତେଲେଙ୍ଗାନା ସରକାରଙ୍କୁ ଜବାବ ମାଗିଛନ୍ତି |

ଲକ ଡାଉନକୁ ନେଇ ଗର୍ଜିଲେ ଓୱେସୀ, ତେଲେଙ୍ଗାନା ସରକାରଙ୍କୁ ମାଗିଲେ ଜବାବ