ଚୀନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବ୍ରିଟିଶ ସରକାର

କୋରୋନା ପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଚୀନ ଉପରେ କ୍ଷୁବ୍ଧ। ଆମେରିକା ଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ସମସ୍ତ ରାଷ୍ଟ୍ର ଏବେ ଚୀନ ବିପକ୍ଷରେ ଏକଜୁଟ ହେବାରେ ଲାଗିଛନ୍ତି। ଏପରିକି ଜାପାନ ଓ ଦକ୍ଷିଣ କୋରିଆ ଚୀନ ବିପକ୍ଷରେ ପଦକ୍ଷେପ ନେବା ବି ଆରମ୍ଭ କଲେଣି। ଜାପାନ ଓ ଦକ୍ଷିଣ କୋରିଆ ପରେ ଏବେ ବ୍ରିଟେନ ମଧ୍ୟ ଚୀନ ଉପରେ ରାଗ ସୁଝାଇବା ଆରମ୍ଭ କରିଛ

ଚୀନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବ୍ରିଟିଶ ସରକାର

About the Author