ଲୋକଙ୍କୁ ପୁଣି ମିଛ ପ୍ରତିଶୃତି ଦେଇଛି କେନ୍ଦ୍ର: ଅଖିଲେଶ ଯାଦବ

ଲକ ଡାଉନ ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜ ଉପରେ ପ୍ରତିକ୍ରିୟା ରଖିଛନ୍ତି ସମାଜବାଦ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ |

ଲୋକଙ୍କୁ ପୁଣି ମିଛ ପ୍ରତିଶୃତି ଦେଇଛି କେନ୍ଦ୍ର: ଅଖିଲେଶ ଯାଦବ