close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭାଓଲିନ ବଜାଇ ଟଙ୍କା ରୋଜଗାର କରୁଛି କୁକୁଡ଼ା

କୁକୁଡ଼ାର ସୋଉକ ହେଉଛି ଭାଓଲିନ ବଜାଇବା

ଭାଓଲିନ ବଜାଇ ଟଙ୍କା ରୋଜଗାର କରୁଛି କୁକୁଡ଼ା
ଭାଓଲିନ ବଜାଇ ଟଙ୍କା ରୋଜଗାର କରୁଛି କୁକୁଡ଼ା

ତପସ୍ୱିନୀ ମହାଳିକ, ଭୁବନେଶ୍ୱର: କେବେ କୁକୁଡ଼ା ଭାଓଲିନ ବଜାଇବା କଥା ଶୁଣିଛନ୍ତି? ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଥିବେ ସୁନିଶ୍ଚିତ । ତେବେ ଆପଣଙ୍କ କନଫ୍ୟୁଜନ ଦୂର କରିବା ପାଇଁ ନିଜେ ଦେଖି ନିଅନ୍ତୁ ବିନା ପର ଥିବା ଏହି କୁକୁଡ଼ାଟିକୁ  । 

 

କୁକୁଡ଼ାଟି କେତେ ସାନଦାର ଭାଓଲିନ୍ ବଜାଉଛି ।  ଭାଇରାଲ ଭିଡିଓର ଖୋଳତାଡ଼ ପରେ ଜଣା ପଡ଼ିଲା ଯେ, ଏହି କୁକୁଡ଼ାର ସୋଉକ ହେଉଛି ଭାଓଲିନ ବଜାଇବା ।  ଆଉ ଏହି ପର ନଥିବା କୁକୁଡ଼ାରେ ରାସ୍ତାରେ ମଣିଷଙ୍କ ପରି ଭଓଲିନ୍ ବଜାଇଥାଏ । ଏହା ଦ୍ୱାରା ସେ ରୋଜଗାର ମଧ୍ୟ କରିଥାଏ, କୁକୁଡ଼ା ମାଲିକର କହିବା ଅନୁଯାଇ ଏହି କୁକୁଡ଼ାଟି ପ୍ରତିଦିନ୍ ଏହିଭଳି ରାସ୍ତାରେ ବସି ଭାଓଲିନ ବଯାଇଥଆଏ । ଯାହାଫଳରେ ତାଙ୍କୁ ଢେର ପଇସା ମଧ୍ୟ ମିଳିଥଆଏ । ଭାଇରାଲ ଭିଡିଓରେ ଆପଣ ଦେଖିପାରୁଥିବେ କି ବିନା ପର ଥିବା ଏହି କୁକୁଡ଼ାଟି ରାସ୍ତା ଉପରେ କିପରି ଭାଓଲିନ୍ ବଜାଉଛି । କିଛି ଲୋକ ଏହା କହୁଚନ୍ତି ଯେ ଏହା ଅସନି କୁକୁଡ଼ା ନୁହଁ, ପ୍ରକୃତରେ ଏହା ଗୋଟିଏ ଖେଳଣା ।  କିନ୍ତୁ ଅନେକ ଲୋକ ଏହା ମଧ୍ୟ ମତ ଦେଇଛନ୍ତି କି, ଏହି କୁକୁଡ଼ାକୁ ଏଭଳି ଟ୍ରେନିଂ ଦିଆଯାଇଛି । ଆଉ ଯାହା ଫଳରେ ସେ ଭାଓଲିନ୍ ବଜାଇବା ଭଳି ଅଭିନୟ କରୁଛି । ଆଉ ଭାଓଲିନ୍ ର ସାଉଣ୍ଡକୁ ଏହି ଭିଡିଓରେ ମିଶାଯାଇଛି ।