ବିଶ୍ୱର ୮୦ ପ୍ରତିଶତ କୋରୋନା ଆକ୍ରାନ୍ତ ମାତ୍ର ୧୦ ଦେଶରେ

ଆକ୍ରାନ୍ତଙ୍କ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଆମେରିକା । ସେହିପରି ମୃତକକଙ୍କ ସଂଖ୍ୟାରେ ଇଟାଲୀ ଆଗରେ ରହିଛି ।

ବିଶ୍ୱର ୮୦ ପ୍ରତିଶତ କୋରୋନା ଆକ୍ରାନ୍ତ ମାତ୍ର ୧୦ ଦେଶରେ
Image Credit: ପ୍ରତୀକାତ୍ମକ ଫଟୋ

About the Author