ଜୁନରେ ସଂକ୍ରମଣର ଶୀର୍ଷ ଛୁଇଁବ କୋରୋନା: ଡାକ୍ତର ଗୁଲେରିଆ

ଭାରତରେ କୋରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯେହେତୁ ଲକଡାଉନରେ ସାମାନ୍ୟ କୋହଳନ କରାଯାଇଛି । ଫଳରେ କୋରୋନା ମାମଲାରେ ଅନିୟନ୍ତ୍ରିତ ଭାବେ ବୃଦ୍ଧି ଘଟିଛି ଏବଂ ବର୍ତ୍ତମାନ ଦେଶରେ ୫୬ ହଜାରରୁ ଅଧିକ ମାମଲା ରହିଛି। ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧୮୦୦ରୁ ଊର୍ଦ୍ଧ୍ୱ ହୋଇଛି। ୩ ମଇ ଠାରୁ ଲକଡାଉନ ନିୟମକୁ ସାମାନ୍ୟ କୋହଳ କରାଯାଇଛି । ତେବ

ଜୁନରେ ସଂକ୍ରମଣର ଶୀର୍ଷ ଛୁଇଁବ କୋରୋନା: ଡାକ୍ତର ଗୁଲେରିଆ

About the Author