ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ପାର୍

ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୩୩ ରହିଛି । ତେବେ ଏମାନଙ୍କ ମଧ୍ୟରୁ ୧୧୭୦୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ଅନ୍ୟପଟେ ୧୩୭୩ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଏବେ ୨୯୪୫୩ଟି ସକ୍ରିୟ ମାମଲା ରହିଛି ।

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ପାର୍
Image Credit: ପ୍ରତୀକାତ୍ମକ ଫଟୋ

About the Author