ସତରେ କ'ଣ ରାସ୍ତାରେ ନିଜ ଟଙ୍କା ସବୁ ଫୋପାଡ଼ି ଦେଉଛନ୍ତି ଇଟାଲୀବାସୀ ?

ଯେହେତୁ ନିଜ ସମ୍ପର୍କୀୟମାନେ ଆଖି ଆଗରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଏବଂ ଲକ୍ ଡାଉନ୍ ଯୋଗୁ ଜୀବନ ଦୁର୍ବିଶୟ ହୋଇପଡ଼ୁଛି, ତେଣୁ ଲୋକେ ଏଭଳି ନିଷ୍ପତ୍ତି ନେଇଥିବା ଗୁଜବ ଖବର ଭାଇରାଲ ହେବାରେ ଲାଗିଛି ।

ସତରେ କ'ଣ ରାସ୍ତାରେ ନିଜ ଟଙ୍କା ସବୁ ଫୋପାଡ଼ି ଦେଉଛନ୍ତି ଇଟାଲୀବାସୀ ?
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author