ଯୋଜନ ଦୂରରେ ଯୋଜନା, ଫାଇଦା ନେଇ ପାରିବେ ତ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶ ପାଇଁ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ପ୍ରବାସୀ ଶ୍ରମିକମାନେ କହିଛନ୍ତି ଯେ ସେମାନେ ଏହି ବଜେଟରୁ କୌଣସି ପ୍ରକାର ଉପକୃତ ହୋଇ ପାରିବେ ନାହିଁ। ଲକଡାଉନ୍ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ପ୍ରବାସୀ ଶ୍ରମିକ

ଯୋଜନ ଦୂରରେ ଯୋଜନା, ଫାଇଦା ନେଇ ପାରିବେ ତ !

About the Author