କୋରୋନା ଯାଞ୍ଚ ସମ୍ପୂର୍ଣ୍ଣ ମାଗଣା: ସୁପ୍ରିମକୋର୍ଟ

ବର୍ତ୍ତମାନ ଦେଶରେ କୋରୋନା ସଂକଟ। ଏହି ସମୟରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବେସରକାରୀ ହେଉ ଅବା ସରକାରୀ, ସମସ୍ତ ଲ୍ୟାବରେ କୋରୋନା ସମ୍ବନ୍ଧୀୟ ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ମାଗଣାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି କି, ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ସମସ୍ତ ଲ୍ୟାବର ତାଲି

କୋରୋନା ଯାଞ୍ଚ ସମ୍ପୂର୍ଣ୍ଣ ମାଗଣା: ସୁପ୍ରିମକୋର୍ଟ

About the Author