covid19 update: କମୁନାହିଁ ନୂଆ ମାମଲା, ବଢୁଛି ସୁସ୍ଥଙ୍କ ସଂଖ୍ୟା

ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଜଣାପଡିଛି |

covid19 update: କମୁନାହିଁ ନୂଆ ମାମଲା, ବଢୁଛି ସୁସ୍ଥଙ୍କ ସଂଖ୍ୟା