close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବଂଶୀରେ ମାଛ ବଦଳରେ ପଡିଲା କୁମ୍ଭୀର

କୁମ୍ଭିରର ଲମ୍ବ ୩ ପୁଂଟ ହେବ  ଆଜି ସକାଳୁ ବନିସିରେ କୁମ୍ଭିର ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। କୁମ୍ଭୀର ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମି ଥିଲା କୁ୍ମ୍ଭିରଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଖ ଏକ ଗାଢ଼ିଆରେ ଛଡାଯାଇଥିଲା

ବଂଶୀରେ ମାଛ ବଦଳରେ ପଡିଲା କୁମ୍ଭୀର

ଯାଜପୁର: ଯାଜପୁର ସଦର ଥାନା ଖରସ୍ରୋତା ନଦୀ ରାଜଘାଟ ନିକଟରୁ  କୁମ୍ଭୀରକୁ ଉଦ୍ଧାର କରାଯାଇଛି। କୁମ୍ଭିରର ଲମ୍ବ ୩ ପୁଂଟ ହେବ । ଆଜି ସକାଳୁ ବନିସିରେ କୁମ୍ଭୀର  ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। କୁମ୍ଭୀର ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମି ଥିଲା।କୁମ୍ଭୀରଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଖ ଏକ ଗାଢ଼ିଆରେ ଛଡାଯାଇଥିଲା ।

crocodile rescued

ଖବର ପାଇ ଯାଜପୁରରୋଡ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ଖରସ୍ରୋତା ନଦୀରୁ ଏହି କୁମ୍ଭୀର ଉଦ୍ଧାର ହେବା ପରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଉଦ୍ଧାର କୁମ୍ଭୀରଟି ଛୋଟ ହୋଇଥିବାରୁ ଏହି ନଦୀରେ ଅନ୍ୟ କୁମ୍ଭୀର ଥିବା ନେଇ ଅନୁମାନ କରିଛନ୍ତି ବନ ବିଭାଗ କର୍ମଚାରୀ ।