ଦୀପିକା ଧରିଥିବା ଏହି ବ୍ୟାଗର ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Advertisement

ଦୀପିକା ଧରିଥିବା ଏହି ବ୍ୟାଗର ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦୀପିକା ଧରିଥିବା ଏହି ବ୍ୟାଗର ଦାମ ଜାଣିଛନ୍ତି ?

ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ୱାଇ: ଡିମ୍ପଲ ବିୟୁଟି ନାୟରେ ପରିଚିତ ଦୀପିକା ପାଦୁକୋନ ନିଜର ଆଉଟ ଫିଟକୁ ନେଇ ଖୁବ ଯତ୍ନବାନ । ସବୁ ସମୟରେ ନିଜର ଗ୍ଲାମୋରସ ଅନ୍ଦାଜରେ ଥାଆନ୍ତି ଦୀପିକା । ଦୀପିକାଙ୍କ ବାହାଘର ଲୁକ ହେଉ କି ଆନିଭର୍ସରୀ ଲୁକ ହେଉ ସମସ୍ତେ ତାଙ୍କର ଆଉଟଫିଟ ଦେଖିବାକୁ ଅନେଇ ବସିଥାଆନ୍ତି । 

ନିକଟରେ ଦୀପିକା ଏୟାରପୋର୍ଟରେ ପିଙ୍କ ରଙ୍ଗର ଡ୍ରେସ ପିନ୍ଧି ଅତି ସୁନ୍ଦର ଦେଖା ଯାଉଥିଲେ । ତାଙ୍କର ଏହି ଲୁକ୍ କୁ କମ୍ପଲିଟ ଲୁକ ଦେବା ପାଇଁ ହାତରେ ଧରିଥିଲେ ଏକ ବାଦାମୀ ରଙ୍ଗର ହ୍ୟାଣ୍ଡ ବ୍ୟାଗ । ଆଉ ତାଙ୍କର ଏହି ହ୍ୟାଣ୍ଡ ବ୍ୟାଗର କେତେ ରେଟ ଅଛି ତାହା ଜାଣିଛନ୍ତି କି ।

fallback

ଦୀପିକା ତାଙ୍କ ବ୍ୟାଗ ଅନଲାଇନରୁ ଅର୍ଡର କରିଥିବାବେଳେ ପ୍ରାଇସ ଟ୍ୟାଗ ରହିଛି ୨ ଲକ୍ଷ ୭୫ ହଜାର ୮୭୮ ଟଙ୍କା । ଏହି ବ୍ୟାଗର ଦାମ ସତରେ ଖିବ ଅଧିକ । ହେଲେ ଦୀପିକାଙ୍କ ପାଖରେ ଏପରି କୁଲ୍ ବ୍ୟାଗ ଅନେକ ପ୍ରକାରର ଥିବ ।
ତେବେ ଗୋଟେ ନଜର ପକାନ୍ତୁ ତାଙ୍କର ଏହି ଏକ୍ସପେନ୍ସିଭ ବ୍ୟାଗ ଉପରେ ।