ଆଜିଠୁ ମଦ ଶସ୍ତା, ପ୍ରତ୍ୟାହାର ହେଲା କୋରୋନା ଟ୍ୟାକ୍ସ

ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଦ ଉପରୁ କୋରୋନା ଟ୍ୟାକ୍ସ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଆଜିଠୁ ମଦ ଶସ୍ତା, ପ୍ରତ୍ୟାହାର ହେଲା କୋରୋନା ଟ୍ୟାକ୍ସ
Image Credit: ପ୍ରତୀକାତ୍ମକ ଫଟୋ

About the Author