ଦିଲ୍ଲୀ ହାଇକୋର୍ଟରୁ ମଧୁ କୋଡ଼ା ନିରାଶ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଏକ ବଡ଼ ଝଟକା। ଦିଲ୍ଲୀ ହାଇକୋର୍ଟ କୋଇଲା ଘୋଟାଲା ମାମଲାର ଶୁଣାଣି କରି ମଧୁଙ୍କୁ କୌଣସି ନିର୍ବାଚନରେ ଲଢିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି କି, ଯେପର୍ଯ୍ୟନ୍ତ ସେ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ତାଙ୍କୁ କୌଣ

ଦିଲ୍ଲୀ ହାଇକୋର୍ଟରୁ ମଧୁ କୋଡ଼ା ନିରାଶ

About the Author