ନିଯୁକ୍ତି ଦାବି କରି ଆନ୍ଦୋଳନକୁ ଓହ୍ଲାଇଲେ ତାଲବିରା ଗ୍ରାମବାସୀ

ସମ୍ବଲପୁର ତାଲିବିରା ଏନଏଲସି କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ସ୍ଥାନୀୟ ନିଯୁକ୍ତି ଦେବା ପାଇ ଚୁକ୍ତି କରିଥିଲା । କିନ୍ତୁ କମ୍ପାନୀ ପ୍ରତିଶ୍ରୁତି ଦେଇ ସ୍ଥାନୀୟ ଯୁବକଙ୍କୁ ଠକି ଦେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି. ସ୍ଥାନୀୟ ବାସିନ୍ଦା କହିଛନ୍ତି କି, ଜଙ୍ଗଲ ସହ ମାଟି, ଜଙ୍ଗଲ ଦେଇଛନ୍ତି.

ନିଯୁକ୍ତି ଦାବି କରି ଆନ୍ଦୋଳନକୁ ଓହ୍ଲାଇଲେ ତାଲବିରା ଗ୍ରାମବାସୀ
Image Credit: ପ୍ରତିକାତ୍ମକ ଫଟୋ

About the Author