ମକର ସଂକ୍ରାନ୍ତିରେ ଗଙ୍ଗାରେ ବୁଡ଼

ଗଙ୍ଗାରେ ଭକ୍ତଙ୍କ ଭିଡ଼ । 

ମକର ସଂକ୍ରାନ୍ତିରେ ଗଙ୍ଗାରେ ବୁଡ଼
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଜି ମକର ସଂକ୍ରାନ୍ତି । ଗଙ୍ଗାରେ ଭକ୍ତଙ୍କ ଭିଡ଼ । ଆଧ୍ୟାତ୍ମିକ ପରିବେଶ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗାରେ ବୁଡ଼ ପକାଉଛନ୍ତି । ଗଙ୍ଗାସାଗର ମେଳା ୫ ଦିନ ଧିରି ଚାଲିବ । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ଭବ୍ୟ ମେଳାର ଆୟୋଜନ ହୋଇଥାଏ । ପିତୃ ପୁରୁଷଙ୍କ ପିଣ୍ଡ ଦାନ କରାଯାଏ । ଆଉ ବରଣାସୀରେ ଏନେଇ ଆଜି ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । 

ଆହୁରି ପଢ଼ନ୍ତୁ; ମାଗଣା ସ୍କିମ୍ ବନାମ ଆତ୍ମସମ୍ମାନ କାର୍ଡ