ସୁରକ୍ଷାକର୍ମୀଙ୍କୁ ସଫଳତା, ଟଳିଲା ଆତଙ୍କୀ ହାରୁନ

ହିଜବୁଲ ମୁଜାହିଦୀନ ଜିଲ୍ଲା କମାଣ୍ଡର ହାରୁନ ହାଫଜକୁ ଏନକାଉଣ୍ଟର ।

ସୁରକ୍ଷାକର୍ମୀଙ୍କୁ ସଫଳତା, ଟଳିଲା ଆତଙ୍କୀ ହାରୁନ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସୁରକ୍ଷାବାହିନକୁ ସଫଳତା । ଟଳିଲା ଆତଙ୍କବାଦୀ । ହିଜବୁଲ ମୁଜାହିଦୀନ ଜିଲ୍ଲା କମାଣ୍ଡର ହାରୁନ ହାଫଜକୁ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ତାର ମୃତ୍ୟୁ ହୋଇଛି । ଦୋଡ଼ାରେ ଏହି ଏନକାଉଣ୍ଟର ହୋଇଥିଲା । 

 

ଆହୁରି ପଢ଼ନ୍ତୁ; ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମାହୋଲ ସରଗରମ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି ଶାସକ ଦଳ ଆମ ଆଦମୀ ପାର୍ଟି । ଆଉ ଏହା ପରେ ହିଁ ଆରମ୍ଭ ହୋଇଯାଇଛି ଦଳୀୟ ଅନ୍ତଃକନ୍ଦଳ । ଏଥର ୧୫ ଜଣ ଷ୍ଟାଣ୍ଡିଂ ଏମଏଲଏଙ୍କୁ ଟିକଟ ମିଳିନି । ଯାହାକୁ ନେଇ ଅସନ୍ତୋଷ ଆଉ ବିଦ୍ରୋହ ଦେଖାଦେଇଛି । ଏପରିକି ଦଳ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଟିକଟରୁ ବଞ୍ଚିତ ହୋଇଥିବା ବିଧାୟକ ।