• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଏହା ଫ୍ଲୁ ନୁହେଁ, ଆମ ଉପରେ ହମଲା

'ଏହା ଫ୍ଲୁ ନୁହେଁ, ଆମ ଉପରେ ହମଲା'

କୋରୋନାର ଉତ୍ପତ୍ତି ସ୍ଥଳ ଚୀନ ଉପରେ ପୁରା ଖପ୍ପା ଅଛନ୍ତି ଆମେରିକା ରାଷ୍ଟ୍ରପତି ।

Edited ByZee Odisha Desk
Published: Apr 24, 2020, 09:56 AM IST|Updated: Apr 24, 2020, 09:56 AM IST
joinshare
'ଏହା ଫ୍ଲୁ ନୁହେଁ, ଆମ ଉପରେ ହମଲା'
Image Credit: ଫାଇଲ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Earthquake:ଭୂକମ୍ପରେ ଥରିଲା ଇଣ୍ଡୋନେସିଆ,୨ ମୃତ! ସୁନାମୀ ଆଲର୍ଟ ଜାରି

    Earthquake:ଭୂକମ୍ପରେ ଥରିଲା ଇଣ୍ଡୋନେସିଆ,୨ ମୃତ! ସୁନାମୀ ଆଲର୍ଟ ଜାରି

    2

    Independence Day: ଆଜି ୮୦ତମ ସ୍ବାଧୀନତା ଦିବସ,ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧ

    3

    Top 10 News: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ରାତି ପାହିଲେ ଉଡିବ ତ୍ରିରଙ୍ଗା ଓ ଅନ୍ୟ ଖବର

    4

    ଜୀ-ସାର୍ଥକରେ ଦେଖନ୍ତୁ ନୂଆ ସିନେମା ‘ଜଗା ପରି ଭାଇ ଜଗତେ ନାହିଁ’

    5

    ୮୦ତମ ସ୍ବାଧୀନତା ଦିବସ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

    ୱାଂସିଟନ: କୋରୋନାକୁ ନେଇ ଯଦି କୌଣସି ଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇଛି, ତାହା ହେଉଛି ଆମେରିକା । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଛୁଇଁବାକୁ ବସିଲାଣି । ସେହିପରି ମୃତକଙ୍କ ସଂଖ୍ୟା ୫୦ ହଜାରରୁ ଆଉ ଅଳ୍ପ ଦୂରରେ । ତେବେ ଏଭଳି ପରିସ୍ଥିତିରେ କୋରୋନାର ଉତ୍ପତ୍ତି ସ୍ଥଳ ଚୀନ ଉପରେ ପୁରା ଖପ୍ପା ଅଛନ୍ତି ଆମେରିକା ରାଷ୍ଟ୍ରପତି । ତୁହାକୁ ତୁହା ଚୀନ ଉପରେ ବିଶୋଦଗାର କରୁଛନ୍ତି ଟ୍ରମ୍ପ । 

    ବୁଧବାର ହ୍ୱାଇଟ ହାଉସରେ ସମ୍ବାଦିକଙ୍କୁ ସମ୍ବୋଧନ କରିବା ବେଳେ ବଡ଼ ବୟାନ ଦେଇଥିଲେ ଆମେରିକା ରାଷ୍ଟ୍ରପତି । ସେ କହିଥିଲେ, କୋରୋନା କୌଣସି ଫ୍ଲୁ ନଥିଲା । ଏହା ଆମ ଉପରେ ହମଲା ଥିଲା । ସେ ଆହୁରି ମଧ୍ୟ କହିଛନ୍ତି, ୧୯୧୭ ମସିହା ପରେ ପ୍ରଥମଥର ପାଇଁ ଏପରି ହୋଇଛି । କାହିଁକିନା ୧୯୧୭ ପରେ କେହି ମଧ୍ୟ ଏପରି କିଛି ଅବସ୍ଥା ଦେଖି ନ ଥିଲେ । 

    ତେବେ ଆମେରକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥା ଏପରି ଇସାରା କରୁଛି ଯେ, ସେ ଚୀନ ଉପରେ ପ୍ରବଳ ଖପ୍ପା ଅଛନ୍ତି । ରକ୍ତ ଚାଉଳ ଚୋବାଉଛନ୍ତି । ଆମେରିକା ବିରୋଧରେ ଏହା ଚୀନରେ ଷଡ଼ଯନ୍ତ୍ର ବୋଲି ଆଶଙ୍କା କରୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ଭାବୁଛି, ଚୀନ ଜାଣିଶୁଣି କୋରୋନା ଭାଇରସକୁ ବିଶ୍ୱବ୍ୟାପୀ ବିସ୍ତାର କରାଇଛି । ଚୀନର ଚାର୍ଗେଟରେ ଆମେରିକା ଥିବାରୁ ଏପରି କରିଥାଇପାରେ ବୋଲି ଅନୁମାନ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ । 

    Add Zee News as a Preferred Source
    TAGS:
    Donald Trump
    US President
    Coronavirus