ଲଦାଖରେ ଭୂକମ୍ପ
Advertisement

ଲଦାଖରେ ଭୂକମ୍ପ

କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଭୂକମ୍ପ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫।୩ ଥିଲା ବୋଲି ଜଣାପଡ଼ିଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଆଜି ସକାଳୁ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । କିଛି ସମୟ ପାଇଁ ଲୋକେ ଭୟଭୀତ ହୋଇପଡ଼ିଥିଲେ । 

ଆହୁରି ପଢ଼ନ୍ତୁ; ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ । ଦେଶର ଅନ୍ୟତମ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ । ଇଣ୍ଟେଲେକଚୁଆଲ ଫ୍ୟାକ୍ଟ୍ରି ବୋଲି କୁହାଯାଉଥିବା ଏହି ବିଶ୍ୱବିଦ୍ୟାଳୟ ଏବେ ଅଶାନ୍ତିର ନିଆଁରେ ଛଟପଟ ହେଉଛି । ବିରୋଧର ଅଗ୍ନିକୁଣ୍ଡରେ ଭସ୍ମିଭୂତ ହେବାକୁ ବସିଛି । ଜିଦ୍ ଓ ଯନ୍ତ୍ରଣା ମଝିରେ ପେଷି ହୋଇ ରହିଛି । ନା କାହାକୁ ଦୁଃଖ ବଖାଣି ପାରୁଛି, ନା ଖୁସିରେ ହସ ବାଣ୍ଟି ପାରୁଛି । ଅହିଂସାର ପଥରେ ଚାଲି ହିଂସାଠୁ ଦୂରରେ ରହିବାକୁ ସବୁବେଳେ ମହାତ୍ମା ଗାନ୍ଧି କହୁଥିଲେ । କାରଣ ଗଣ୍ଡଗୋଳ, ମାରପିଟ୍ ଏସବୁ ବିଶୃଙ୍ଖଳାକୁ ଆହୁରି ପ୍ରୋତ୍ସାହନ ଦେଇଥାଏ । ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଜେଏନୟୁକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା, ଆଲୋଚନା ହେଉଛି ।.........