• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଜମ୍ମୁ କାଶ୍ମୀରରେ ୫ ଜଣ ଯବାନ ଶହୀଦ

ଜମ୍ମୁ କାଶ୍ମୀରରେ ୫ ଜଣ ଯବାନ ଶହୀଦ

ତେବେ ଗତ ୩ ଦିନ ହେଲା ଜାରି ରହିଥିବା ଅପରେଶନରେ ୨ ଆତଙ୍କବାଦୀ ମଧ୍ୟ ସଫା ହେଲେଣି ।

Edited ByZee Odisha Desk
Published: May 03, 2020, 09:36 AM IST|Updated: May 03, 2020, 09:36 AM IST
joinshare
ଜମ୍ମୁ କାଶ୍ମୀରରେ ୫ ଜଣ ଯବାନ ଶହୀଦ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Textbook Error Update: ପାଠ୍ୟପୁସ୍ତକ ତ୍ରୁଟି ମାମଲା, ଗିରଫ ମନୋଜଙ୍କୁ ସର୍ତ୍ତମୂଳକ ଜାମ

    Odisha Textbook Error Update: ପାଠ୍ୟପୁସ୍ତକ ତ୍ରୁଟି ମାମଲା, ଗିରଫ ମନୋଜଙ୍କୁ ସର୍ତ୍ତମୂଳକ ଜାମ

    2

    Hirakud Dam: ବନ୍ଦ ହେଲା ହୀରାକୁଦର ୫ଟି ଗେଟ୍

    3

    Petrol Diesel Price: ଆଜି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ, ଓଡ଼ିଶାରେ ଲିଟର ପିଛା ତେଲ ଦର...

    4

    Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    5

    ପେଟ୍ରୋଲ ପମ୍ପରେ ଯାଞ୍ଚ ହେବ ଗାଡ଼ିର ବୀମା, ନିୟମ ଭାଙ୍ଗିଲେ ସିଧା ଘରକୁ ଯିବ ଇ-ଚାଲାଣ

    ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ହନ୍ଦୱାଡ଼ାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଏହି ଏନକାଉଣ୍ଟରରେ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କର୍ଣ୍ଣଲ, ଜଣେ ମେଜର ଏବଂ ଜଣେ ପୋଲିସ ଅଫିସର ରହିଛନ୍ତି । ତେବେ ଗତ ୩ ଦିନ ହେଲା ଜାରି ରହିଥିବା ଅପରେଶନରେ ୨ ଆତଙ୍କବାଦୀ ମଧ୍ୟ ସଫା ହେଲେଣି । 

    ଯାହା ଜଣାପଡ଼ିଛି, ଏକ ଘରେ ଆତଙ୍କବାଦୀମାନେ ଛପି ରହିଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା । ଆଉ ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ଯାଇ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଅନ୍ୟପଟେ ମୃତ ୨ ଜଣ ଆତଙ୍କବାଦୀ ବିଦେଶୀ ବୋଲି କୁହାଯାଉଛି । ନିକଟରେ ଏମାନେ ସୀମା ଡେଇଁ ପାକିସ୍ତାନରୁ ଭାରତ ଆସିଥିଲେ । ଏକ ଘର ଛପି ରହି ସୁରକ୍ଷାକର୍ମୀଙ୍କ ଉପରେ ଗୁଳିବର୍ଷା କରୁଥିଲେ ଆତଙ୍କବାଦୀ । ତେବେ ଯେତେବେଳେ ସୁରକ୍ଷାକର୍ମୀ ସେମାନଙ୍କ ସଠିକ୍ ଠିକଣା ହାସଲ କରିଥିଲେ, ସେହି ଘରକୁ ଉଡ଼ାଇ ଦେଇଥିଲେ । ଆତଙ୍କବାଦୀ ଛପି ରହିଥିବା ଘରକୁ ବିସ୍ଫୋରଣ କରିଦେଇଥିଲେ ସୁରକ୍ଷାକର୍ମୀ । ଆଉ ଏହି ବିସ୍ଫୋରଣରେ ସମ୍ପୃକ୍ତ ୨ ଆତଙ୍କବାଦୀ ଜଳି ଯାଇଛନ୍ତି । 

    Add Zee News as a Preferred Source
    TAGS:
    Jammu-kashmir
    Handwara
    Kashmir terrorists