୬୫ ହଜାର ଆମେରୀକିୟଙ୍କୁ ଫେରାଇ ନେବେ ଟ୍ରମ୍ପ

ସମଗ୍ର ବିଶ୍ୱରେ କୋରୋନା ତାଣ୍ଡବ ରଚୁଥିବା ବେଳେ ସଂକଟରେ ପଡ଼ିଛନ୍ତି ବିଶ୍ୱବାସୀ। ଏହି ସମୟରେ ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକା ନାଗରିକମାନଙ୍କୁ ଫେରାଇ ନେବା ପାଇଁ ଆମେରିକାର ରାଷ୍ଟ୍ରପତି ପ୍ରୟାସ ଆରମ୍ଭ କରିଛନ୍ତି। ସମଗ୍ର ବିଶ୍ୱରେ ପ୍ରାୟ ୬୫ ହଜାର ଆମେରିକୀୟଙ୍କୁ ଫେରାଇ ନେବେ ଆମେରିକା। ଏହି କ୍ରମରେ ଭାରତରୁ ମଧ୍ୟ ପାଖାପାଖି ୬ ହଜାର ଆମେରିକ

୬୫ ହଜାର ଆମେରୀକିୟଙ୍କୁ ଫେରାଇ ନେବେ ଟ୍ରମ୍ପ

About the Author