ସମ୍ବଲପୁର ଗୁଟଖା କାରଖାନାରେ ଅଗ୍ନିକାଣ୍ଡ; ୨୫ ଆହତ, ୭ ଗୁରୁତର

କେହି କିଛି ବୁଝିବା ପୂର୍ବରୁ ନିଆଁ ହୁ ହୁ ହୋଇ ଚାରିଆଡ଼େ ମାଡି ଯାଇଥିଲା । ଲକ୍ଷ ଲକ୍ଷ ଟଙ୍କାର ଗୁଟଖା ଗୁଡିକ ହୁତୁ ହୁତୁ ହୋଇ ଜଳିବାରେ ଲାଗିଥିଲା ।

ସମ୍ବଲପୁର ଗୁଟଖା କାରଖାନାରେ ଅଗ୍ନିକାଣ୍ଡ; ୨୫ ଆହତ, ୭ ଗୁରୁତର

About the Author