ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳର ଚାଲିଛି ମାଛ ଧରା, ଚୁପ ବସିଛନ୍ତି କର୍ତ୍ତୃପକ୍ଷ!

ବନ୍ୟାରେ ରାଜ୍ୟ ଉବୁଟୁବୁ ହେଉଥିବା ବେଳେ, ହୀରାକୁଦ ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଞ୍ଚଳରେ ଚାଲିଛି ବେଧଡକ ମାଛଧରା । କିଛିଦିନ ପୂର୍ବରୁ ୪୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ସମୟରେ ତଳିଆ ଅଞ୍ଚଳରେ ମହାନଦୀ କରାଳ ରୂପ ଧାରଣ କରି ପ୍ରବାହିତ ହେଉଛି ।

ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳର ଚାଲିଛି ମାଛ ଧରା, ଚୁପ ବସିଛନ୍ତି କର୍ତ୍ତୃପକ୍ଷ!