• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /କୋରୋନାକୁ ନେଇ ଆସିଲା ବଡ଼ ଖବର

କୋରୋନାକୁ ନେଇ ଆସିଲା ବଡ଼ ଖବର

ଆନ୍ଧ୍ର ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ 'କୋରୋନା'

Edited ByZee Odisha Desk
Published: Apr 27, 2020, 10:24 AM IST|Updated: Apr 27, 2020, 10:24 AM IST
joinshare
କୋରୋନାକୁ ନେଇ ଆସିଲା ବଡ଼ ଖବର
Image Credit: ଫାଇଲ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Crime News: ଅଭାବନୀୟ ଘଟଣା! ଲିଫ୍ଟ ନଦେବାରୁ ବାଇକ ଚାଳକଙ୍କ ତଣ୍ଟି...

    Crime News: ଅଭାବନୀୟ ଘଟଣା! ଲିଫ୍ଟ ନଦେବାରୁ ବାଇକ ଚାଳକଙ୍କ ତଣ୍ଟି...

    2

    NHରେ ଆଉ ବୁଲିବେନି ଗୋରୁ-ଗାଈ! ଦୁର୍ଘଟଣା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ

    3

    LPG Subsidy: LPG ସବସିଡି ଅଟକିଛି କି? ଜାଣନ୍ତୁ କାରଣ ଓ ସମାଧାନ

    4

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    5

    ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା: ଆଜି ସବୁ ସ୍କୁଲ ଛୁଟି, ଜିଲ୍ଲାପାଳଙ୍କ ବଡ଼ ଘୋଷଣା

    ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ କୋରୋନା । ରାଜ୍ୟପାଳ ବିଶ୍ୱଭୂଷଣ ହରଚନ୍ଦନଙ୍କ କାର୍ଯ୍ୟାଳୟର ୪ ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟପାଳଙ୍କ ସିକ୍ୟୁରିଟି ଅଫିସର ଏବଂ ଜଣେ ନର୍ସ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏବେ ସମସ୍ତ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

    ଏଠାରେ ଆମେ କହିରଖୁଛୁ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କ ସରକାରୀ ବାସଭବନ ବିଜୟୱାଡାରେ ରହିଛି । ଯେଉଁ ଅଞ୍ଚଳ ହଟସ୍ପଟ ଜୋନରେ ଆସୁଛି । କାହିଁକିନା ବିଜୟୱାଡାରେ ଏପର୍ଯ୍ୟନ୍ତ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି । 

    ସେହିପରି ଯଦି ଆନ୍ଧ୍ର ପ୍ରଦେଶ କଥା ଦେଖିବା, ତେବେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର କଲାଣି । ସେହିପରି ୩୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । 

    Add Zee News as a Preferred Source
    TAGS:
    Andhra Pradesh
    Biswabhusan Harichandan