close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜୀବନକୁ ବାଜି ଲଗାଇ ଶିଆଳକୁ କାବୁ କଲେ ମହିଳା

ଆଜି ସକାଳେ ସକାଳେ ପିଲାମାନେ ଶୌଚ ହେବା ପାଇଁ ବିଲକୁ ଯାଇଥିଲେ । ସେହିଁ ସମୟରେ  ଶିଆଳ ୨ଝିଅକୁ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲା ।

ଜୀବନକୁ ବାଜି ଲଗାଇ  ଶିଆଳକୁ କାବୁ କଲେ ମହିଳା

ଯାଜପୁର: ଯାଜପୁର ଜିଲ୍ଲା ଦୁର୍ଗାପୁର ଗାଁରେ ଶିଆଳ ଆତଙ୍କ ଦେଖାଯାଇଛି । ଆଜି ସକାଳେ ସକାଳେ ପିଲାମାନେ ଶୌଚ ହେବା ପାଇଁ ବିଲକୁ ଯାଇଥିଲେ । ସେହିଁ ସମୟରେ  ଶିଆଳ ୨ଝିଅକୁ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲା ।

ଝିଅଟି ଦୌଡ଼ି ଆସିବା ବେଳେ ଝିଅର ମା ଝିଅର ଜୀବନ ବଞ୍ଚେଇବା ପାଇଁ ନିଜ ଜୀବନକୁ ବାଜି ଲଗେଇ ଶିଆଳଟିକୁ ମାଡିବସିଥିଲେ । ଏହାପରେ ଗ୍ରାମବାସୀମାନେ ଶିଆଳଟିର ଗୋଡ଼କୁ  ରସି ସାହାର୍ଯ୍ୟରେ ବାନ୍ଧି ଗାଁ ଦାଣ୍ଡରେ ରଖିଛନ୍ତି । ବର୍ତ୍ତମାନ ସୁଧା ବନ ବିଭାଗ ପହଞ୍ଚି ନାହିଁ । ତେବେ ଶିଆଳ ଆତଙ୍କଙ୍କୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Tags: