ଦେଶର ଅର୍ଦ୍ଧାଧିକ ସ୍ଥାନ ଛୁଇଁଲା ମୌସୂମୀ

ସତ ହେବା ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ। ଧାର୍ଯ୍ୟ ସମୟରେ ଦେଶରେ ପହଞ୍ଚିଛି ମୌସୂମୀ। ଚଳିତ ମାସ ୧ ରୁ ୨ ତାରିଖ ମଧ୍ୟରେ କେରଳ ମୌସୂମୀ ଛୁଇଥିବା ବେଳେ ଗତକାଲି ସୁଦ୍ଧା ଦେଶର ଅର୍ଦ୍ଧାଧିକ ସ୍ଥାନରେ ମୌସୂମୀ ଛୁଇଁଛି। ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଗୋଆ ଭଳି ପ୍ରମୁଖ ରାଜ୍ୟରେ ମୌସୂମୀ ଛୁଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୌ

ଦେଶର ଅର୍ଦ୍ଧାଧିକ ସ୍ଥାନ ଛୁଇଁଲା ମୌସୂମୀ

About the Author