ସୁନା ଦରରେ ବଡ଼ ପରିବର୍ତ୍ତନ

କୋରୋନା ପାଇଁ ଅନ୍ତର୍ଜାତୀୟ ବଜାରରେ ବେଶ ଅସ୍ଥିରତା ପ୍ରକାଶ ପାଇଛି। ଫଳରେ ସୂନା ବଜାର ମଧ୍ୟ କୋରୋନା ପାଇଁ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତୀୟ ସୁନା ବଜାର ଉପରେ ମଧ୍ୟ ପଡ଼ିଛି। ବିଗତ କିଛି ଦିନ ଧରି ସୁନା ଦର ସାମାନ୍ୟ ବୃଦ୍ଧି ପାଇ ଆସୁଥିବା ବେଳେ ଆଜି ରେକର୍ଡ ବୃଦ୍ଧି ଘଟିଛି। ଫଳରେ ଆକାଶ ଛୁଆଁ ହୋଇଛି ସୁନା। ଇଣ୍ଡିଆନ ବୁଲିଅନ ସ୍

ସୁନା ଦରରେ ବଡ଼ ପରିବର୍ତ୍ତନ

About the Author