କୋରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ହକି ଇଣ୍ଡିଆ ଦେଲା ଏତିକି ଦାନ...

କୋରୋନା ମହାମାରୀ ସମୟରେ ସହାୟତାର ହାତ ବଢାଇଛି ହକି ଇଣ୍ଡିଆ। ପୂର୍ବରୁ ଏକାଧିକ କ୍ରୀଡ଼ା ଅନୁଷ୍ଠାନ ସହାୟତା କରିଥିବା ବେଳେ ଆଜି ହକି ଇଣ୍ଡିଆ ମଧ୍ୟ ଓଡ଼ିଶାକୁ ସହାୟତା ରାଶି ଦାନ ଦେଇଛି। #HockeyIndia donates Rs 21 lakh to Odisha Chief Minister's Relief Fund to help state fight the #COVID19 pandemi

କୋରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ହକି ଇଣ୍ଡିଆ ଦେଲା ଏତିକି ଦାନ...

About the Author