)
ମେଷ –ଦିନଟି ଆପଣଙ୍କ ପାଇଁ ଶୁଭ ଅଶୁଭ ଫଳ ଦେବ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହ ଦିନଟି କାଟିବେ। ଆୟ ଅପରିବର୍ତ୍ତିତ ରହିବ। ଅପରାହ୍ନରେ ଦୂର ଯାତ୍ରା କରିବେ।
ବୃଷ- ମନୋବଳ ଟାଣ ରହିବ। ଯୋଜନା ଫଳପ୍ରସୁ ହେବ। ଦେହ ସୁସ୍ଥ ରହିବ। ଦିନଟି ଆପଣଙ୍କର ସପକ୍ଷରେ ଯିବ। ବ୍ୟବସାୟରେ ଲାଭପ୍ରଦ ହେବ।
ମିଥୁନ -ପ୍ରତ୍ୟେକ କାର୍ଯ୍ୟରେ ପ୍ରାଧାନ୍ୟ ବିସ୍ତାର କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କର୍କଟ-ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟସ୍ତତା ମଧ୍ୟରେ ଦିନ କାଟିବେ। ଆୟ ଉତ୍ତମ ରହିବ। କାର୍ଯ୍ୟରେ ଯୋଗ ଦେବେ।
ସିଂହ- ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ। କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କନ୍ୟା- ହଡ଼ବଡ଼େଇ କୌଣସି କାର୍ଯ୍ୟ କରନ୍ତୁ ନାହଁ। ଆୟବ୍ୟୟ ସମାନ ରହିବ । ପଡୋଶୀଙ୍କ ସହ ମନାନ୍ତର ହେଖାଦେବ। ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ ।
ତୁଳା- ସୌଭାଗ୍ୟ ବନ୍ତ ହେବେ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ ।
ବିଛା- ମାନସିକ ଅବସାଦ ଦେଖା ଦେବ । ଶାରୀରିକ ଅସୁସ୍ଥତା ନେଇ ଡାକ୍ତରଙ୍କର ପରାମର୍ଶ ଲୋଡିବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ରାଜନିତି ବ୍ୟକ୍ତି ବିଶେଷ ନିନ୍ଦା ଅପବାଦର ଶିକାର ହେବେ
ଧନୁ-ତ୍ତ ମନ ଅସ୍ଥିର ରହିବ । ଆୟା ବାଧାପ୍ରତ୍ତ ହେବ । ପଡୋଶୀ ମାନଙ୍କ ସହ ମନାନ୍ତର ହେଖା ଦେବ ।କର୍ମ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ । ବ୍ୟବସାୟ ସ୍ୱଳ୍ପ ଲାଭ ହେବ ।
ମକର – କର୍ମ କ୍ଷେତ୍ରରେ ଉଛାହ ସହ ସମତ୍ତ କାର୍ଯ୍ୟ କରିବେ । ଆୟ ଅପରିବତ୍ତିତ ରହିବ । ଦେହ ମନ ଭଲ ରହିବ । ପରିବାରରେ ହସ ଖୁସି ଲାଗି ରହିବ ।
କୁମ୍ଭ-ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶରୀର ସୁସ୍ଥ ରହିବ । । ପଡୋଶୀ ମାନଙ୍କ ସହ ମଧୁରତା ହେଖା ଦେବ । ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ଶାନ୍ତ ରେ କଟିବ ।
ମୀନ- ମନ ଉଦାସ ରହିବ । କାର୍ଯ୍ୟ ସମ୍ପାଦନରେ ବିଳମ୍ବ ହେବ । ଆୟ ବାଧା ପ୍ରାପ୍ତ ହେବ ।ପାରିବାରିକ ଜୀବନ ଅଶାନ୍ତ ରେ କଟିବ । ବ୍ୟବସାୟରେ ସ୍ୱଳ୍ପ ଲାଭ ହେଖାଦେବା