• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଲକଡାଉନ ସମୟରେ କେମିତି କଟିବ ଗୁରୁବାର...

ଲକଡାଉନ ସମୟରେ କେମିତି କଟିବ ଗୁରୁବାର...

କେମିତି କଟିବ ଗୁରୁବାର

Edited By:Zee Odisha Desk
Published: Apr 29, 2020, 05:41 PM IST|Updated: Apr 29, 2020, 05:42 PM IST
joinshare
ଲକଡାଉନ ସମୟରେ କେମିତି କଟିବ ଗୁରୁବାର...

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha News: ରଜରେ ରକ୍ତପାତ! ମାଆର ଜୀବନ ନେଲା ପୁଅ

    Odisha News: ରଜରେ ରକ୍ତପାତ! ମାଆର ଜୀବନ ନେଲା ପୁଅ

    Odisha news37 min ago
    2

    Plane Crash:ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ

    plane crash1 hr ago
    3

    Petrol Diesel Price Today: ଖସିଲା ତେଲ ରେଟ୍! ଜାଣନ୍ତୁ ଲିଟର ପିଛା କେତେ ରହିଛି...

    petrol diesel price today2 hrs ago
    4

    Top 10 News Today: ଆଜି ପବିତ୍ର ରଜ ସଂକ୍ରାନ୍ତି,ଐତିହାସିକ ଶାନ୍ତି ଚୁକ୍ତି ଘୋଷଣା ପରେ ଖସିଲା ଅ

    top 10 news today3 hrs ago
    5

    Weather Update: ପାଣିପାଗ ବିଭାଗର ସୂଚନା,ଉତ୍ତର -ଉପକୂଳ ଓଡ଼ିଶାରେ ହେବ ବିକ୍ଷିପ୍ତ ବର୍ଷା!

    weather update3 hrs ago

    ମେଷ- ସୁସମ୍ବାଦ ପ୍ରାପ୍ତ ହେବ । ଶରୀର ଆରୋଗ୍ୟ ରହିବ । ସନ୍ତାନ ସନ୍ତତିଙ୍କ କୃତିତ୍ୱରେ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ବ୍ୟବସାୟର ଅଭିବୃଦ୍ଧି ହେବ ।

    ବୃଷ- ଦେହ ଓ ମନ ଭଲ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ହଠାତ ଧନ ଆଗମନର ସୂଚନା ରହୁଛି । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବ୍ୟବସାୟ ଆଶାନୁରୂପକ ହେବ ।

    ମିଥୁନ- ଶରୀର ସୁସ୍ଥ ରହିବ । କାର୍ଯ୍ୟାଳୟରେ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ଆୟରେ ଅଭିବୃଦ୍ଧି ଦେଖାଦେବ । ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ହେବ ।

    କର୍କଟ- ମାନସିକ ଶାନ୍ତି ବଜାୟ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ନିର୍ବାହ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । ଆୟ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ ।

    ସିଂହ- ସ୍ୱାସ୍ଥ୍ୟ ସଚେତନ ହେବେ । କର୍ତ୍ତବ୍ୟ ନିଷ୍ଠ ହେବେ । କାର୍ଯ୍ୟାଳୟରେ ଦାୟିତ୍ୱ ଭାର ବୃଦ୍ଧି ପାଇବ । ସହକର୍ମୀଙ୍କ ସହଯୋଗ ପାଇବେ । ଧନ ପ୍ରାପ୍ତି ହେବ । ସନ୍ତାନଙ୍କ କୃତିତ୍ୱ ମନରେ ଖୁସି ଆଣି ଦେବ ।

    କନ୍ୟା- ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ସମୟାନୁବର୍ତ୍ତୀ ହେବେ । ହଠାତ କୌଣସି ଖୁସିଖବର ପାଇ ଆନନ୍ଦିତ ହେବେ । ପୁଞ୍ଜି ନିବେଶ ପାଇଁ ଦିନଟି ଅନୁକୂଳ । ପଡୋଶୀଙ୍କ ସହ ସମ୍ପର୍କ ମଜଭୁତ ହେବ

    ତୁଳା- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ କର୍ମଚାପ ରହିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟ ସ୍ୱଳ୍ପଲାଭ ଯୁକ୍ତ ହେବ । ପାରିବାରିକ ଜୀବନରେ ଜଞ୍ଜାଳ ବୃଦ୍ଧି ପାଇବ ।

    ବିଛା- କର୍ମ ତତ୍ପରତା ଦେଖାଦେବ । ମନ ପ୍ରସନ୍ନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆୟବ୍ୟୟ ସମାନ ରହିବ । ବ୍ୟବସାୟରେ ଆଖିଦୃଶିଆ ଲାଭ ମିଳିବ ।

    ଧନୁ- ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ । କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।

    ମକର- ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ଅଟେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ ସମ୍ପାଦନ କରିବେ । ଆୟ ବୃଦ୍ଧି ପାଇବ । ବ୍ୟବସାୟିକ ଦୃଷ୍ଟିିକୋଣରୁ ଦିନଟି ଶୁଭପ୍ରଦ ଅଟେ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ।

    କୁମ୍ଭ- ସ୍ୱାସ୍ଥ୍ୟଗତ ସମସ୍ୟା ଚିନ୍ତାର କାରଣ ହେବ । ଚିଡିଚିଡା ସ୍ୱଭାବର ହେବେ । ଆୟ ଆଶାନୁରୂପକ ହେବ । ବ୍ୟବସାୟରେ ଅଭିବୃଦ୍ଧି ହେବ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।

    ମୀନ- ଦିନଟି ଆପଣଙ୍କ ପାଇଁ ଅନୁକୂଳ ଅଟେ । ଦେହ ଓ ମନ ଭଲ ରହିବ । ଆୟ ଆଶାନୁରୂପ ହେବ । କୌଣସି ନୂତନ ଦ୍ରବ୍ୟ କ୍ରୟ କରିବେ । ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ହେବ ।

    Add Zee News as a Preferred Source
    TAGS:
    Horoscope
    Astrology
    Today Horoscope